ଆମେରିକା ଏବଂ ଇରାନ ମଧ୍ୟରେ ଜାରି ଥିବା ଉତ୍ତେଜନା ଏବଂ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିବା ଯୋଗୁଁ ଆଜି ଭାରତୀୟ ଷ୍ଟକ ବଜାର ହ୍ରାସ ପାଇଛି।
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ଥିବା ଉତ୍ତେଜନା ଏବଂ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିବା ଯୋଗୁଁ...
