September 10, 2026

ଦିଲ୍ଲୀ ହାଇକୋର୍ଟରେ CBSE ଦ୍ବାଦଶ ଶ୍ରେଣୀ On- Screen Marking(OSM)କୁ ନେଇ National Students’ Union of India (NSUI) ପିଟିସନ ଦାଖଲ

cbse

ନୂଆଦିଲ୍ଲୀ,୨।୬: ଦିଲ୍ଲୀ ହାଇକୋର୍ଟରେ CBSE ଦ୍ବାଦଶ ଶ୍ରେଣୀ On- Screen Marking(OSM)କୁ ନେଇ National Students’ Union of India (NSUI) ପିଟିସନ ଦାଖଲ କରିଛି। ପିଟିସନରେ ପୋର୍ଟାଲ ସମୟସୀମା ବୃଦ୍ଧି, ପୁନଃ ମୂଲ୍ୟାୟନ, ଫିଜିକାଲ ଭେରିଫିକେସନ ଦାବି କରାଯାଇଛି।

ଏପରିକି ତ୍ରୁଟିପୂର୍ଣ୍ଣ ରେଜଲ୍ଟର ପୁନଃ ସମୀକ୍ଷା ପାଇଁ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ ଏପରି ତ୍ରୁଟି ନ ହେବାର ବ୍ୟବସ୍ଥା ପାଇଁ NSUI ପକ୍ଷରୁ ବଡ଼ ଦାବି କରାଯାଇଛି। ଯେଉଁ ପରୀକ୍ଷାର୍ଥୀ ତ୍ରୁଟିର ସାମ୍ନା କରିଛନ୍ତି ସେମାନଙ୍କୁ ଉପଯୁକ୍ତ ମୂଲ୍ୟାଙ୍କନ କରି ମାର୍କ ଦେବାକୁ ପିଟିସନରେ କୁହାଯାଇଛି।

About The Author