Month: April 2026

ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲାର ଜିଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ଆଲୋଚନା ହୋଇଛି

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲାର ଜିଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ଆଲୋଚନା ହୋଇଛି। ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ପୂର୍ବାହ୍ଣ...

ୟୁପି କ୍ୟାଡର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ନେଇ ପୁଣି ବିବାଦ

ନୂଆଦିଲ୍ଲୀ: ୟୁପି କ୍ୟାଡର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ନେଇ ପୁଣି ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ତାଙ୍କୁ ବଙ୍ଗଳାର ଦକ୍ଷିଣ ୨୪ ପ୍ରଗନା ଜିଲ୍ଲା...

ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ ସଂଲଗ୍ନ ଗାଜିଆବାଦର ଗ୍ରୀନ୍ ଆଭେନ୍ୟୁ ସୋସାଇଟିର ନବମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ...

ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ

ଦଶରଥପୁର: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ...

କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଷୋଡ଼ଶୋପଚାର ପୂଜା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରେକାରୁ ଏକ ରୋଡ୍ ସୋ କରି ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ବିଜେପି ନେତା ଏବଂ...

ପଶ୍ଚିମବଙ୍ଗରେ ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି

କଲକାତା : ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି। ୧୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମୋଟ ୧୪୪୮ ଜଣ ପ୍ରାର୍ଥୀ ନିର୍ବାଚନ...

ମନଇଚ୍ଛା ଖର୍ଚ୍ଚ ହୋଇଛି ଡିଏମ୍‌ଏଫ୍‌

ଯାଜପୁର: ମନଇଚ୍ଛା ଖର୍ଚ୍ଚ ହୋଇଛି ଡିଏମ୍‌ଏଫ୍‌ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ) ଅନୁଦାନ।ନିର୍ମାଣ ହୋଇଛି ମାଳମାଳ ପ୍ରକଳ୍ପ। ଯାଜପୁର ଜିଲ୍ଲାରେ ଏହି ପାଣ୍ଠିରୁ ଏପର୍ଯ୍ୟନ୍ତ ୧,୬୯୩କୋଟି ଟଙ୍କା ବ୍ୟୟ...

ଯାଜପୁର ଜିଲା କୁଆଖିଆ ଅଞ୍ଚଳରେ ଅହେତୁକ ବିଦ୍ୟୁତକାଟ

ଧର୍ମଶାଳା: ଦୈନନ୍ଦିନ ଜୀବନରେ ବିଦ୍ୟୁତର ଆବଶ୍ୟକତା ଅତି ଜରୁରୀ ଥିବାବେଳେ ଯାଜପୁର ଜିଲା କୁଆଖିଆ ଅଞ୍ଚଳରେ ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ...

ଅନ୍ତର୍ଜାତୀୟ ମଞ୍ଚରେ ଆମେରିକା-ଇରାନ ମୁହାଁମୁହିଁ

ସଂଯୁକ୍ତ ରାଷ୍ଟ୍ର: ଯୁଦ୍ଧ ଜାରି ଥିବା ସମୟରେ ଜାତିସଂଘରେ ଇରାନ ଏବଂ ଆମେରିକୀୟ ଅଧିକାରୀଙ୍କ ମଧ୍ୟରେ ଏକ ଉଷ୍ମ ବାର୍ତାଳାପ ହୋଇଛି। ତେହେରାନର ପରମାଣୁ କାର୍ଯ୍ୟକ୍ରମ ଏବଂ...

୩୩ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢିଗଲେ ଯୁବକ

କଟକ: ୩୩ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢିଗଲେ ଯୁବକ। ହେଲେ ସ୍ଥାନୀୟ ଲୋକ ତଳକୁ ଓହ୍ଲାଇବାକୁ ଯେତେ କହିଥିଲେ ବି ଯୁବକ ଜଣକ କାହରି କଥା ଶୁଣିନଥିଲେ।...