Day: July 1, 2026

ନେଦରଲାଣ୍ଡସକୁ ଆଫ୍ରିକୀୟ ଦେଶ ମରକ୍କୋ ବିଶ୍ବକପରୁ ବିଦା କରିଛି

ମଣ୍ଟେରି: ୟୁରୋପର ଅନ୍ୟତମ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍‌ସର ବିଶ୍ବକପ ଜିତିବା ସ୍ବପ୍ନ ପୁଣି ଥରେ ଧୂଳିସାତ୍‌ ହୋଇଛି। ନେଦରଲାଣ୍ଡସକୁ ଆଫ୍ରିକୀୟ ଦେଶ ମରକ୍କୋ ବିଶ୍ବକପରୁ ବିଦା କରିଛି।...

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ ହୋଇଥିବା ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଆୟୋଜନ

ଭୁବନେଶ୍ଵର:ଏସଆଇ ଆଶାୟୀଙ୍କ ପାଇଁ ଆସିଛି ବଡ଼ ଖବର। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ ହୋଇଥିବା ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଆୟୋଜନ...

ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ଯୁବବର୍ଗଙ୍କ ପାଇଁ ବଡ଼ ସୁଯୋଗ

ଝାରସୁଗୁଡ଼ା: ଦେଶର ଅଗ୍ରଣୀ ଆଲୁମିନିୟମ୍ ଉତ୍ପାଦକ କମ୍ପାନୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ନୂଆ ବାଟ ଫିଟିଛି। ସ୍ଥାନୀୟ...

ଜୁଲାଇ ୨, ୯, ୧୬ ଏବଂ ୨୯ରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ଭାରତୀୟ ରେଳପଥ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକଯୋଡ଼ା ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି...

କଳିଙ୍ଗନଗର-ଅବସରକାଳୀନ ସମ୍ବର୍ଦ୍ଧନା

କଳିଙ୍ଗନଗର, ୩୦/୬ (ନି.ପ୍ର.) : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟସ୍ଥ ମହାପାଟ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ନାୟକଙ୍କ ଅବସର...

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲାଗି ଜୁଲାଇ ୬ ତାରିଖକୁ ବୈଠକ ଡକାଇଛି

ଅଯୋଧ୍ୟା: ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ଘଟଣାକୁ ନେଇ ବିବାଦୀୟ ହୋଇପଡିଥିବା ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲାଗି...

ଇଥାନଲ୍ ମିଶ୍ରଣ ବର୍ତ୍ତମାନ ଏକ ପରୀକ୍ଷାମୂଳକ ପର୍ଯ୍ୟାୟରେ

ନୂଆଦିଲ୍ଲୀ: ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ପ୍ରକ୍ରିୟାକୁ ନେଇ ଦେଶରେ ଦେଖାଦେଇଥିବା ବିଭିନ୍ନ ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି।...