November 14, 2026

Year: 2026

ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର

ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର। ଗିରିରୋଡ଼ରେ ଉମେଶ ରଥ ଓ ତାଙ୍କ ବାନ୍ଧବୀକୁ ସର୍ବ ସମ୍ମୁଖରେ ରାସ୍ତା ଉପରେ...

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନରେ ନିପାତ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନରେ ନିପାତ କରାଯାଇଛି। ପାକିସ୍ତାନରେ ଜଣେ ଅଜ୍ଞାତ ଦୁର୍ବୃତ୍ତ ହମଜାକୁ ଗୁଳିମାରି ନିପାତ କରିଛି। ସୂତ୍ର...

ଖଣିଅଞ୍ଚଳରେ ଆମ୍ବୁଲାନ୍ସ ବିନା ଆଉ ଜଣେ ଖଣି ଶ୍ରମିକଙ୍କ ଜୀବନ ଯାଇଥିବା ଅଭିଯୋଗ

କାଳିଆପାଣି: ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁରଜିଲ୍ଲା ଖଣିଅଞ୍ଚଳରେ ଆମ୍ବୁଲାନ୍ସ ବିନା ଆଉ ଜଣେ ଖଣି ଶ୍ରମିକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ କାଳିଆପାଣି...

ନିଶାକାରବାର ବନ୍ଦ ପ୍ରତିବାଦ ସଭାରେ ଜଣେ ନିଶାଗ୍ରସ୍ତ ଯୁବକ ହାତରେ ଫାର୍ସାଧରି ଗାଳିଗୁଲଜ କରୁଥିବା‌ ଦେଖିବାକୁ ମିଳିଛି

ଦଶରଥପୁର: ପଞ୍ଚାୟତରେ ମଦ ବନ୍ଦ କରିବା, ନିଶାକାରବାର ବନ୍ଦ କରିବାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏକଜୁଟ ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିଲେ। ଏଭଳି ପ୍ରତିବାଦ ସଭାରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଅନ୍ତିମ ଚରଣରେ ନରୱେ ଗସ୍ତ ଶେଷ କରିବା ପୂର୍ବକ ମଙ୍ଗଳବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଅନ୍ତିମ ଚରଣରେ ନରୱେ ଗସ୍ତ ଶେଷ କରିବା ପୂର୍ବକ ମଙ୍ଗଳବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି।...

ପିଏଫଓକୁ ନେଇ ଆସିଲା ଏକ ବଡ ଖବର

ନୂଆଦିଲ୍ଲୀ : ଦେଶର ଲକ୍ଷ ଲକ୍ଷ ନିଯୁକ୍ତିପ୍ରାପ୍ତ ଲୋକଙ୍କ ପାଇଁ ଇପିଏଫଓ ଖୁବ୍ ଶୀଘ୍ର ଏକ ନୂତନ ସେବା ଆରମ୍ଭ କରିବ। ଏହା ୱେବସାଇଟରେ ବାରମ୍ବାର ଲଗଇନ୍...

ପୁନର୍ବାର ହେବାକୁ ଯାଉଥିବା ଏହି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିକୁ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି

ନୂଆଦିଲ୍ଲୀ : ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୬କୁ ପୁନଃ ଆୟୋଜନ କରାଯାଉଛି। ମେ’ ୩ରେ ହୋଇଥିବା ନିଟ୍-ୟୁଜି...

ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି...

ଯୁକ୍ତ୨ ପରୀକ୍ଷା ଫଳ ଆଜି

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ...

ଅନ୍‌ଲାଇନ୍‌ରେ ଔଷଧ ବିକ୍ରି ବିରୋଧରେ ଆଜି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ଔଷଧ ବିକ୍ରି ବିରୋଧରେ ଆଜି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ରହିବ। ଅଲ୍‌ ଇଣ୍ଡିଆ ଅର୍ଗାନାଇଜେସନ୍‌ ଅଫ୍‌ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ (ଏଆଇଓସିଡି) ପକ୍ଷରୁ...