November 12, 2026

Year: 2026

କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ...

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା...

ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି

ରାଉରକେଲା: ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ବାପାଙ୍କର ମୃତ୍ୟୁ ହୋଇଛି l ଗତକାଲି ବିଳମ୍ବିତ ରାତିରେ ରେଲୱେ କଲୋନୀ ମଧୁସୂଦନପାଲିରେ ଏହି ଅଘଟଣ ଘଟିଥଲା...

କୋମନା ତହସିଲରେ ହୋଇଥିବା ବହୁଚର୍ଚ୍ଚିତ ଜମି ଜାଲିଆତି ମାମଲାରେ କୋମନା ପୁଲିସ ଜମି ଦଲାଲକୁ ଗିରଫ କରିଛି

କୋମନା: କୋମନା ତହସିଲରେ ହୋଇଥିବା ବହୁଚର୍ଚ୍ଚିତ ଜମି ଜାଲିଆତି ମାମଲାରେ କୋମନା ପୁଲିସ ଜମି ଦଲାଲକୁ ଗିରଫ କରିଛି l କୋମନା ତହସିଲ ଅଧୀନରେ ଥିବା ଜମି...

ଗଣେଶପୂଜାକୁ ଆଖିରେ ରଖି ତିନିଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି

ଭୁବନେଶ୍ବର: ଚଳିତ ବର୍ଷ ଗଣେଶପୂଜାକୁ ଆଖିରେ ରଖି ତିନିଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି। ଏଥିମଧ୍ୟରୁ ପ୍ରଥମଟି ହେଲା ଓଲିଉଡରଲୋକପ୍ରିୟପ୍ରଯୋଜନାସଂସ୍ଥାଅମୀୟପଟ୍ଟନାୟକପ୍ରଡକ୍ସନ୍ସବ୍ୟାନରରେନିର୍ମିତବହୁପ୍ରତୀକ୍ଷିତଓଡ଼ିଆହରର୍ଥ୍ରିଲର୍ଚଳଚ୍ଚିତ୍ର ‘ଦାହାନ- ଦିଇଭିଲ୍ୱିଥିନ୍’। ଏହାସେପ୍ଟେମ୍ବର୧୧ତାରଖରେ ମୁକ୍ତିଲାଭକରିଛି।ଏହିଚଳଚ୍ଚିତ୍ରରେବର୍ଷାପଟ୍ଟନାୟକ, ଅରୋଶିଖାମିଶ୍ର,...

ଆମେରିକାର ଟ୍ୱିନ ଟାୱାର ଆକ୍ରମଣର ମାଷ୍ଟର ମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ଓସାମା-ବିନ୍‌-ଲାଡେନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି

ଆମେରିକା: ଆମେରିକାର ଟ୍ୱିନ ଟାୱାର ଆକ୍ରମଣର ମାଷ୍ଟର ମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ଓସାମା-ବିନ୍‌-ଲାଡେନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଆମେରିକା ଉପରେ ୯/୧୧ ଆକ୍ରମଣ...

ବର୍ଷକରେ ୧୧୯ଥର ହେଲିକପ୍ଟର, ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର ଓ ଏୟାରକ୍ରାଫ୍ଟ ବ୍ୟବହାର ନେଇ ତଥ୍ୟ ସାମ୍ନାକୁ ଆସିଛି। ସାମାଜିକ କର୍ମୀ ପ୍ରକାଶ ଦାସଙ୍କୁ ସୂଚନା ଅଧିକାର ଆଇନ...

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ...

ୟୁଏଇ ଗସ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‌ଓଡ଼ିଶା ଫେରିଛନ୍ତି

ଭୁବନେଶ୍ୱର: ୟୁଏଇ ଗସ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‌ଓଡ଼ିଶା ଫେରିଛନ୍ତି। ୟୁଏଇରେ ତିନିଦିନ ରହଣିକାଳ ମଧ୍ୟରେ ଓଡ଼ିଶାରେ ୨.୪୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶକୁ ଆକର୍ଷିତ କରିଛନ୍ତି।...

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ପେଶାଲିଷ୍ଟ କ୍ୟାଡର ଅଫିସର (SO) ଭାବେ ୨୦୭ଟି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ପେଶାଲିଷ୍ଟ କ୍ୟାଡର ଅଫିସର (SO) ଭାବେ ୨୦୭ଟି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି...