September 10, 2026

Month: September 2026

ଦିଲ୍ଲୀ ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ :ଦିଲ୍ଲୀ ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟା ମଙ୍ଗଳବାର ନୋଏଡାର ସେକ୍ଟର-୮୨ରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୁଲିସ...

ଅନ୍ୟ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା କାରବାର

ବଲାଙ୍ଗିର: ଅନ୍ୟ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି (ମ୍ୟୁଲ୍‌ ଆକାଉଣ୍ଟ) ଲକ୍ଷ ଲକ୍ଷ ଟଙ୍କା କାରବାର ଚଳାଇଥିବା ସାଇବର ଠକ ଦଳର ବଲାଙ୍ଗିର ସାଇବର ପୁଲିସ ପର୍ଦାଫାସ...

ନିର୍ଦ୍ଧାରିତ ଯୋଗ୍ୟତା ନଥିବା ଶିକ୍ଷକ ଚାକିରିରେ ରହିପାରିବେନି

ନୂଆଦିଲ୍ଲୀ: ଦେଶର ସ୍କୁଲ ଓ କଲେଜଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଜାରି କରିଛନ୍ତିପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ...

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ପହଞ୍ଚିଛନ୍ତି

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ପହଞ୍ଚିଛନ୍ତି। ଏହାସହ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ ହୋଇଛି।...

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ଆରମ୍ଭ କରିଛି

ନୂଆଦିଲ୍ଲୀ: ସଦ୍ୟ ଜାରି ହୋଇଥିବା ଉପଗ୍ରହ (ସାଟେଲାଇଟ୍‌) ଚିତ୍ରରୁ ଭାରତର ଆକାଶ ପ୍ରାୟତଃ ମେଘମୁକ୍ତ ଦେଖାଯାଉଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ଆରମ୍ଭ କରିଛି ବୋଲି...

ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ...

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା

ପାରାଦୀପ, ୯।୯:ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ ଦୀର୍ଘ...

ପ୍ରତ୍ୟେକ ମାସର ୧୫ତାରିଖ ଦିନ‌ ବିଭିନ୍ନ ବର୍ଗର ଭତ୍ତା ବିତରଣ ପାଇଁ ରାଜ୍ୟ ସରକାର ତାରିଖ ଧାର୍ଯ୍ୟ

ନବରଙ୍ଗପୁର : ପ୍ରତ୍ୟେକ ମାସର ୧୫ତାରିଖ ଦିନ‌ ବିଭିନ୍ନ ବର୍ଗର ଭତ୍ତା ବିତରଣ ପାଇଁ ରାଜ୍ୟ ସରକାର ତାରିଖ ଧାର୍ଯ୍ୟ କରିଛନ୍ତି। ମାସାଧିକ କାଳ ହେବ ନବରଂଗୁପୁର...

ଅସୁରକ୍ଷିତ କୋଠାଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ

ଭୁବନେଶ୍ୱର: ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠାଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଗୃହନିର୍ମାଣ ଓ...

ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ମହାଅଷ୍ଟମୀ ଦିନ ଲାଗୁ ହେବ ସମ୍ପୂର୍ଣ୍ଣ ମଦ ବିକ୍ରି ନିଷେଧ

କୋଲକାତା: ଆଗାମୀ ଦୁର୍ଗାପୂଜାକୁ ନେଇ ପଶ୍ଚିମବଙ୍ଗ ସରକାର ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ମହାଅଷ୍ଟମୀ ଦିନ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ ରହିବ।...