Day: September 2, 2026

କେନ୍ଦ୍ର ସରକାର ଦେଶରେ ବିମାନ ସେବାର ସମ୍ପ୍ରସାରଣ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ବିମାନ ସେବାର ସମ୍ପ୍ରସାରଣ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶରେ ୧୦୦ଟି ନୂଆ ବିମାନବନ୍ଦର...

ବୁଦୁନା ଗାଁରେ ୪୬ ଟିକିଆ ହାତୀପଲ

ସୁନ୍ଦରଗଡ଼: ଦିନରେ ଜଙ୍ଗଲ ଭିତରେ ରହୁଛନ୍ତି, ଆଉ ରାତି ହେଲେ ଜନବସତି ମୁହାଁ। ସୁନ୍ଦରଗଡ଼ର ହାତୀପଲଙ୍କ ଦୌରାତ୍ମ୍ଯ ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼ର ବଡ଼ଗାଁ ବନାଞ୍ଚଳ ବୁଦୁନା ଗାଁ...

ଆମେରିକା ଏବଂ ଇରାନ ମଧ୍ୟରେ ଜାରି ଥିବା ଉତ୍ତେଜନା ଏବଂ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିବା ଯୋଗୁଁ ଆଜି ଭାରତୀୟ ଷ୍ଟକ ବଜାର ହ୍ରାସ ପାଇଛି।

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ଥିବା ଉତ୍ତେଜନା ଏବଂ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିବା ଯୋଗୁଁ...

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ନିଖୋଜ

ବ୍ରହ୍ମପୁର:ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ନିଖୋଜ ହୋଇଥିବା ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଛାତ୍ର...

CVC ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫...

ଭାରତରେ ଆୟୋଜିତ ହେବ ପ୍ରଥମ ମହିଳା ଚାମ୍ପିଅନ୍‌ସ ଟ୍ରଫି କ୍ରିକେଟ୍‌

ମୁମ୍ବାଇ: ଆସନ୍ତା ୨୦୨୭ ମସିହା ଫ୍ରେବୃୟାରୀ ୧୪ରୁ ୨୮ ଯାଏ ଭାରତରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ଆଇସିସି ବିଶ୍ୱ ମହିଳା କ୍ରିକେଟ ଚାମ୍ପିଅନ୍‌ସିପ । ଆଇସିସି...