ଶୁଭେନ୍ଦୁଙ୍କ ସହଯୋଗୀଙ୍କୁ ହତ୍ୟା ପ‌ରେ ପଶ୍ଚିମବଙ୍ଗ ଅଶାନ୍ତ

WhatsApp Image 2026-05-07 at 6.10.45 PM

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଧାନସଭା ଇଲେକସନ ଓ ଭୋଟ ଗଣତି ଶେଷ ହେବା ପରେ ବି ଅଶାନ୍ତି ଲାଗି ରହିଛି। ବୁଧବାର ରାତିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି।

About The Author