ଆମେରିକାକୁ ଇରାନର ଶେଷ ଚେତାବନୀ

WhatsApp Image 2026-05-12 at 5.47.13 PM

ତେହେରାନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାଦଲ ଘନୀଭୂତ ହେବାରେ ଲାଗିଛି। ଇରାନ ପକ୍ଷରୁ ଦିଆଯାଇଥିବା ଅସ୍ତ୍ରବିରତି ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିବା ପରେ ତେହେରାନ ଏବେ ଆମେରିକାକୁ କଡ଼ା ଚେତାବନୀ ଦେଇଛି।

About The Author