ବରିଷ୍ଟ ଆୟୁର୍ବେଦିକ ଚିକିତ୍ସା ସହାୟକ ସେବା ସମ୍ମାନ ରେ ଡ଼କ୍ଟରେଟ ଆୱାର୍ଡ ସମ୍ଭର୍ଦ୍ଧିତ
ନିଶା ନିବାରଣ,ଯାତ୍ରା କଳାକାର ଓ଼ କବିତା ଲେଖା ଆୟୁର୍ବେଦିକ ଚିକିତ୍ସା ସହାୟକ ସେବା ଦୀର୍ଘ 20 ବର୍ଷ ଧରି ଗୋଟିଏ ସ୍ଥାନ ମାନତିରା ଚିକିତ୍ସାଳୟ ରେ କାର୍ଯ୍ୟ କରି ଆସୁଛନ୍ତି । ଡ଼କ୍ଟର ବ୍ରଜ ସୁଦର ଦାସ ସୁକିନ୍ଦା କରଡାପାଳ ଗ୍ରାମ ବାସିନ୍ଦା ସ୍ବାସ୍ଥ୍ୟ ସେବା ନିଶା ଠାରୁ ଦୁରେଇ ରହିବା ପର ଉପକାର ଏକ ପୂଜା ଆଉ ପୁଣ୍ୟ ଭାବି ଚିନ୍ତା ଚେତନା ରେ ଶ୍ରୀ ଜଗନ୍ନାଥ ଙ୍କୁ ତାଙ୍କ ଇଷ୍ଟ କରି ସାଧାରଣ ଚାରଣ ଟିଏ ଭାବେ ନିତ୍ୟ ଭାଗବତ ପାଠ ନିର୍ମାଲ୍ୟ ସେବନ କରିବା ସହ ସୁସ୍ଥ ସମାଜ ଗଠନ ଲକ୍ଷ ନେଇ ଆଜି ପର୍ଯ୍ୟନ୍ତ ଚାଲିଛନ୍ତି ନିଶା ନିବାରଣ କ୍ଷେତ୍ର ରେ ତାଙ୍କର ଭୂମିକା ଅତୁଳନୀୟ । ତାଙ୍କର ଏହି ଆଧ୍ୟାତ୍ମିକ ଚେତନା ଆଉ ସାମାଜିକ କାର୍ଯ୍ୟ ପାଇଁ ଘଡ଼ିଆ ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ବିଷ୍ଣୁ ମନ୍ଦିର ରେ “ଡ଼କ୍ଟରେଟ” ପ୍ରତିଭା ସେବା ରେ ସମ୍ଭର୍ଦ୍ଧିତ ହୋଇଛନ୍ତି ।
