ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

WhatsApp Image 2026-06-01 at 2.22.37 PM

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ‌ଜୁନ ୧ରୁ ୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବ। ଏଥିରେ ଅନ୍ତରୀଣ ବାଣିଜ୍ୟ ରାଜିନାମାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଆମେରିକା ପକ୍ଷରୁ ଏହି ଆଲୋଚନାର ନେତୃତ୍ବ ବ୍ରେଣ୍ଡନ୍‌ ଲିଞ୍ଚ୍‌ ନେବାକୁ ଥିବାବେଳେ ଭାରତ ପକ୍ଷରୁ ବାଣିଜ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦର୍ପଣ ଜୈନ ନେବେ। ବଜାର ପହଞ୍ଚ, ଅଣଶୁଳ୍କ ପଦକ୍ଷେପ, ବାଣିଜ୍ୟ ସୁବିଧା, ନିବେଶ ପ୍ରୋତ୍ସାହନ ଏବଂ ଅର୍ଥନୈତିକ ସୁରକ୍ଷାକୁ ବ୍ୟବସ୍ଥିତ କରିବା ଉପରେ ଆଲୋଚନା ହେବ।

About The Author