ସଂଗ୍ରହଳାୟ କାମର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

WhatsApp Image 2026-04-12 at 5.01.06 PM

ରାଉରକେଲା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଉରକେଲା ଜନଜାତି ସଂଗ୍ରହଳାୟ, ସାଇନ୍ସ ପାର୍କ, ଆଦେଶ ଓ ନି୍ୟନ୍ତ୍ରଣ କେନ୍ଦ୍ର ଓ ରିକ୍ରିଏସନ ପାର୍କ ବୁଲି କାମର ସ୍ଥିତି ଅନୁଧ୍ୟାନ କଲେ l ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି l

କେନ୍ଦ୍ରମନ୍ତ୍ରୀଙ୍କ ସହ ପୂର୍ବତନ ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାମାତ୍ର, ଏଡିଏମ ଧୀନ ଦସ୍ଥଗୀର ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ

About The Author