ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ-୨୦୨୬ର ଫାଇନାଲରେ ପହଞ୍ଚିଛନ୍ତି
ଆମଷ୍ଟଲଭିନ: ଆୟୋଜକ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ-୨୦୨୬ର ଫାଇନାଲରେ ପହଞ୍ଚିଛନ୍ତି। ବେଲଜିୟମ ଓ ନେଦରଲାଣ୍ଡସରେ ଚାଲିଥିବା ଉକ୍ତ ପ୍ରତିଯୋଗିତାର ଶୁକ୍ରବାର ଦୁଇଟି ଯାକ...
