ୟୁକ୍ରେନ୍ର ଦକ୍ଷିଣ ଓଡ଼େସା ଅଞ୍ଚଳରେ ବୁଧବାର ରୁଷ୍ର ଆକ୍ରମଣରେ ଏକ ବାଣିଜ୍ୟିକ ମାଲବାହୀ ଜାହାଜର କ୍ୟାପ୍ଟେନ୍ଙ୍କ ମୃତ୍ୟୁ
କିଭ୍: ୟୁକ୍ରେନ୍ର ଦକ୍ଷିଣ ଓଡ଼େସା ଅଞ୍ଚଳରେ ବୁଧବାର ରୁଷ୍ର ଆକ୍ରମଣରେ ଏକ ବାଣିଜ୍ୟିକ ମାଲବାହୀ ଜାହାଜର କ୍ୟାପ୍ଟେନ୍ଙ୍କ ମୃତ୍ୟୁ ହୋଇଛି। ଜାହାଜଟି ଆଣ୍ଟିଗୁଆ ଓ ବାର୍ବୁଡାର ପତାକା...
