ସେପ୍ଟେମ୍ବର ୭ରୁ ୧୩ ତାରିଖ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟି ସମସ୍ତ ରାଜ୍ୟ ପାଇଁ ସମାନ ନୁହେଁ
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଯୁଗରେ ବ୍ୟାଙ୍କିଂ ସେବାର ଏକ ବଡ଼ ଅଂଶ ଅନଲାଇନ୍ରେ ଉପଲବ୍ଧ ହେଉଛି। ତଥାପି କିଛି ଗୁରୁତ୍ୱପୂର୍ଣ୍ଣ ସେବା ଓ...
