ଜେଲ୍ ହାବିଲଦାରଙ୍କ ଘରୁ ୪୫ ଲକ୍ଷର ସୁନାଗହଣା ଲୁଟ

WhatsApp Image 2026-05-31 at 6.09.40 PM

ସୁନ୍ଦରଗଡ଼: ଘରେ ଲୋକ ନଥିବା ବେଳେ ଚୋର ପଶି କଳାକନା ବୁଲାଇ ଦେଇଛନ୍ତି। ତାଲା କାଟି ଲୁଟି ନେଇଛନ୍ତି ୪୫ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା। ଘଟଣାଟି ଘଟିଛି ସୁନ୍ଦରଗଡ଼ ସହରର ‌କିରେଇ ଅଞ୍ଚଳରେ।

About The Author