ଫସି ରହିଛନ୍ତି ୩୦୦ରୁ ଅଧିକ ପର୍ଯ୍ୟଟକ

WhatsApp Image 2026-05-25 at 7.08.21 PM

ଜମ୍ମୁ ଏବଂ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗରେ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଅଧାରେ ଫସି ରହିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରାୟ ୩୦୦ ଲୋକ ବର୍ତ୍ତମାନ ରୋପୱେ କ୍ୟାବିନ ଭିତରେ ଫସି ରହିଛନ୍ତି। କ୍ୟାବିନଗୁଡ଼ିକ ହଠାତ୍ ବନ୍ଦ ହୋଇଯିବାରୁ ଆତଙ୍କ ଏବଂ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

About The Author