September 11, 2026

ଜଳୁଛି ପଶ୍ଚିମ ଓଡ଼ିଶା

hot

ଭୁବନେଶ୍ବର: ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ଦିନ ୨ଟା ୩୦ରେ ଝାରସୁଗୁଡ଼ାର ତାପମାତ୍ରା ୪୩.୪ ଡିଗ୍ରି ରାଉରକେଲା ଏବଂ ସମ୍ବଲପୁର ଛୁଇଁଲା ୪୨ ଡିଗ୍ରି ହୀରାକୁଦରେ ୪୨, କେନ୍ଦୁଝରରେ ୩୮, ଚାନ୍ଦବାଲିରେ ୩୬.୨ ଡିଗ୍ରି ଭୁବନେଶ୍ବର ୩୪, ବାଲେଶ୍ବର ୩୨.୪ ଡିଗ୍ରି ରେକର୍ଡସମୁଦ୍ରକୂଳିଆ ସହର ପୁରୀରେ ପାରା ୩୧.୬ ଡିଗ୍ରି

About The Author