ଜାଳିଦେଲେ ଗୋରୁ ବୋଝେଇ ଗାଡ଼ି

WhatsApp Image 2026-05-03 at 1.40.59 PM

ଭଦ୍ରକ: ଜାଳିଦେଲେ ଵେଆଇନ ଗୋରୁ ବୋଝେଇ ଓମିନି। ଅତି ନିର୍ମମ ଭାବରେ ଗୋରୁଗୁଡ଼ିକ ବନ୍ଧା ହୋଇ ବେଆଇନ ଚାଲାଣ ହେଉଥିଲା। ଭଦ୍ରକ ସାବରଙ୍ଗ ଥାନା ନିକଟ ଭଟତୀରା ରେଲଞ୍ବେ ଷ୍ଟେସନ ଲେବଲ କ୍ରସିଂ ନିକଟରେ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ଓମିନି ଗାଡ଼ିକୁ ନିଆଁ ଲଗାଇଲେ ଲୋକ। ୬ରୁ ଅଧିକ ଗୋରୁ ଉଦ୍ଧାର। ଘଟଣା ସ୍ଥଳରେ ସାବରଙ୍ଗ ପୁଲିସର ତଦନ୍ତ ଆରମ୍ଭ।

About The Author