Day: October 16, 2026

ଟ୍ୱିଲ୍ସ ଡ୍ରେସ୍‌ ଶୋ’ରୁମ୍‌ର ଉପର ମହଲାରେ ଥିବା ଗୋଦାମରେ ଆଜି ଅଗ୍ନିକାଣ୍ଡ ଘଟିଛି

ଜୟପୁର: ଜୟପୁର ସହରର ମୁଖ୍ୟ ରାସ୍ତା ସୌରା ସାହି ଛକ ସମ୍ମୁଖରେ ଥିବା ଟ୍ୱିଲ୍ସ ଡ୍ରେସ୍‌ ଶୋ’ରୁମ୍‌ର ଉପର ମହଲାରେ ଥିବା ଗୋଦାମରେ ଆଜି ଅଗ୍ନିକାଣ୍ଡ ଘଟିଛି...

ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୧ ଜଣ ପିଲାଙ୍କ ମୃତ୍ୟୁ

ଇସଲାମାବାଦ:ପାକିସ୍ତାନରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୧ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଖାଇବର ପଖତୁନଖ୍ୱାର ରାଜଧାନୀ ପେଶାୱରରେ ଘଟିଛି। ରିପୋର୍ଟ ଅନୁଯାୟୀ...

ମାସ ଶେଷକୁ ୨ ଲଘୁଚାପ

ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହ ବେଳକୁ ବଙ୍ଗୋପସାଗର ଏବଂ ଆରବ ସାଗରରେ ପୃଥକ୍‌ ଭାବେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି।...

ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ନିଜର ସୋସିଆଲ୍...

ରୁଷ୍‌ରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି

ମସ୍କୋ: ରୁଷ୍‌ କାମଚାଟ୍‌କା ଉପଦ୍ୱୀପ ଅଞ୍ଚଳରେ ଶୁକ୍ରବାର ୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍‌ଏସ୍‌ସି) ଭୂକମ୍ପ ସମ୍ବନ୍ଧୀୟ...