ଶାଳିଜଙ୍ଗା ମା’ ମହାଲକ୍ଷ୍ମୀଙ୍କ ପୀଠରେ ଧୁମଧାମରେ ଲକ୍ଷ୍ମୀପୂଜା ଅନୁଷ୍ଠିତ: ଝିଅମାନେ ପାଳିଲେ କୁମାର ପୂର୍ଣ୍ଣିମା, ଭକ୍ତିମୟ ସମଗ୍ର ଅଞ୍ଚଳ
କଳିଙ୍ଗନଗର(ନି.ପ୍ର): ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗାସ୍ଥିତ ମା’ ମହାଲକ୍ଷ୍ମୀଙ୍କ ପୀଠରେ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାଲକ୍ଷ୍ମୀ ପୂଜା କମିଟି...
