ଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ

WhatsApp Image 2026-05-14 at 10.41.12 AM

ଭାପୁର: ଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି। ତାଙ୍କ ସହ ଆଶୁତୋଷ ବଳିଆରସିଂଙ୍କୁ ଭିଜିଲାନ୍ସ ଧରିଛି।

About The Author