ପେଟ୍ରୋଲ ଏବଂ ଡିଜେଲ ଉ‌ପରେ ଦ୍ବିତୀୟ ଥର ବୃଦ୍ଧି ଘଟିଛି

petrol f

ନୂଆଦିଲ୍ଲୀ: ଇରାନ ଯୁଦ୍ଧଏବଂ ଆମେରିକା-ଇସ୍ରାଏଲ ବିବାଦର ପ୍ରଭାବ ଏବେ ଭାରତର ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଏଥର ଉଭୟ ୯୦ ପଇସା ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଏକ ସପ୍ତାହ ମଧ୍ୟରେ ଏହା ପେଟ୍ରୋଲ ଏବଂ ଡିଜେଲ ଉ‌ପରେ ଦ୍ବିତୀୟ ଥର ବୃଦ୍ଧି ଘଟିଛି। ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ୩ଟଙ୍କା ବଢ଼ିଥିଲା। ଗତ ଫେବ୍ରୁଆରି ୨୮ ତାରିଖ ଠାରୁ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସଙ୍କଟ ପୂରା ବିଶ୍ବରେ ଦେଖାଯାଇଛି।

About The Author