Day: June 1, 2026

ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ‌ଜୁନ ୧ରୁ ୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବ। ଏଥିରେ ଅନ୍ତରୀଣ ବାଣିଜ୍ୟ ରାଜିନାମାର ଚୂଡ଼ାନ୍ତ...

ଇସ୍ତଫା ଦେଲେ ଇରାନର ରାଷ୍ଟ୍ରପତି

ତେହେରାନ: ଇରାନର ଯୁଦ୍ଧକାଳୀନ ନିଷ୍ପତ୍ତିରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ଅନିୟନ୍ତ୍ରିତ ପ୍ରଭାବ ବିରୋଧରେ ପ୍ରତିବାଦ କରି ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଇସ୍ତଫା ଦେବାକୁ...

ପୁଲିସ ମାଡ଼ରେ ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଅଭାବନୀୟ ଘଟଣା ଘଟିଛି। ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ସୁବଳୟା ଗାଁର ସନ୍ତୋଷ ସାହୁ।...

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ଢେଙ୍କାନାଳ: ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁର ଗାଁରେ ଘଟିଛି ଅଭାବନୀୟ ଘଟଣା।ବଳରାମପୁର ଜୁଆଙ୍ଗ ସାହିରେ ସ୍ତ୍ରୀକୁ ଠେଙ୍ଗା ସାହାଯ୍ୟରେ...

ପୁଣି ଥରେ ବାଣିଜ୍ୟିକ ଏଲ୍‌ପିଜି ଓ ୫ କେଜିଆ ସିଲିଣ୍ଡର ଦାମ୍‌ ବଢ଼ିଛି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦେଶରେ ପୁଣି ଥରେ ବାଣିଜ୍ୟିକ ଏଲ୍‌ପିଜି ଓ ୫ କେଜିଆ ସିଲିଣ୍ଡର ଦାମ୍‌ ବଢ଼ିଛି। ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି...

ମାଲେସିଆ ସୋମବାରଠାରୁ ଏକ ନୂତନ ନିୟମ ଲାଗୁ

ନୂଆଦିଲ୍ଲୀ,୧।୬: ମାଲେସିଆ ସୋମବାରଠାରୁ ଏକ ନୂତନ ନିୟମ ଲାଗୁ କରିଛି । ଏହି ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ...

ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।...