September 10, 2026

Day: June 25, 2026

ଭିସିଆଇ କେମିକାଲ କାରଖାନାରେ ଅଗ୍ନିକାଣ୍ଡ: ସୁରକ୍ଷା ଓ ଅନୁମତି ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ

କଳିଙ୍ଗନଗର, ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ଭିସିଆଇ କେମିକାଲ କାରଖାନା ପରିସରରେ ନିର୍ମାଣାଧୀନ ଏକ କୁଲିଂ ଟାୱାରରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ...

ପୁରୀ ପ୍ରସିଦ୍ଧ ରଥଯାତ୍ରା ର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ: ମହାପ୍ରଭୁ ଙ୍କ ରଥଯାତ୍ରା ଅନନ୍ୟ ଓ ବିଶ୍ୱ ପ୍ରସିଦ୍ଧ।ମହାପ୍ରଭୁ ନିଜେ ହିଁ ସବୁ କରିଥାନ୍ତି।ଆମେ ନିମିତ୍ତ ମାତ୍ର।ତାଙ୍କ ଆଶୀର୍ବାଦ, ଆମ ସମସ୍ତଙ୍କ ସହଯୋଗ ଓ ସମନ୍ୱୟ...

ବିଜେଡିରେ ମିଶିଲେ ସୁଜାତା ଆର୍ କାର୍ତ୍ତିକେୟନ

ଭୁବନେଶ୍ୱର : ଶେଷ ହେଲା ସବୁ କଳ୍ପନାଜଳ୍ପନା। ବିଜେଡିରେ ମିଶିଲେ ସୁଜାତା ଆର୍ କାର୍ତ୍ତିକେୟନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭି କେ ପାଣ୍ଡିଆନ୍ ଙ୍କ...

ଜୁନ୍ ୨୮ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଜୁନ୍ ୨୮ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।...

କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା (ସଂଶୋଧନ) ବିଲ୍-୨୦୨୬ର ଏକ ଚିଠା ପ୍ରସ୍ତୁତ କରିଛନ୍ତି

ନୂଆଦିଲ୍ଲୀ: ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ରେସନ ବଣ୍ଟନ ନିୟମରେ ବଡ଼ ପରିବର୍ତ୍ତନ ଆସିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା (ସଂଶୋଧନ) ବିଲ୍-୨୦୨୬ର ଏକ ଚିଠା...

ଗୁରୁବାର ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଗୁରୁବାର ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି...

ନିଶାମୁକ୍ତ ଓଡ଼ିଶା ଅଭିଯାନ

ଭୁବନେଶ୍ଵର: ରାଜ୍ୟରେ ଚାଲିଥିବା “ନିଶାମୁକ୍ତ ଓଡ଼ିଶା ଅଭିଯାନ” ରେ ଓଡ଼ିଶା ପୋଲିସକୁ ଦୁଇଟି ପୃଥକ ଘଟଣାରେ ସଫଳତା ମିଳିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର...

ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରୁ ବୁଧବାର ପ୍ରତ୍ୟାହୃତ ହୋଇଛି

କଟକ: ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରୁ ବୁଧବାର ପ୍ରତ୍ୟାହୃତ...