Day: June 18, 2026

ରାଜ୍ୟରେ ଗଡ଼ୁଥିବା ୧୦୮ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ବା ସଠିକ୍‌ ମରାମତି ହେଉନାହିଁ

ଭୁବନେଶ୍ବର: ରାଜ୍ୟରେ ଗଡ଼ୁଥିବା ୧୦୮ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ବା ସଠିକ୍‌ ମରାମତି ହେଉନାହିଁ। ଅନେକ ସମୟରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚୁଥିବାବେଳେ ଉଭୟ ରୋଗୀ ଏବଂ କର୍ମଚାରୀ ହଟହଟା...

ବିଶ୍ୱ ରାଜନୈତିକ କ୍ଷେତ୍ରରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ୱସ୍ତିକର ଖବର ଆସିଛି

ପ୍ୟାରିସ୍: ବିଶ୍ୱ ରାଜନୈତିକ କ୍ଷେତ୍ରରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ରାଷ୍ଟ୍ରପ ଗତ କିଛି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା...

ଅନୁଗୋଳରେ ଡବଲ ଏନକାଉଣ୍ଟର

ଅନୁଗୋଳ:ଅନୁଗୋଳରେ ଡବଲ ଏନକାଉଣ୍ଟର। ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୋଳ ପୁଲିସ୍। ସେଲ୍ଫ ଡିଫେନ୍ସରେ ଏନକାଉଣ୍ଟର କରିଛି ପୁଲିସ। ଏନକାଉଣ୍ଟର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ...

ମନ୍ତେଇ ନଈରେ ଅଘଟଣ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ମନ୍ତେଇ ନଈର ବାଲିଆପାଳ ଘାଟରେ ଅଘଟଣ। ଡଙ୍ଗାରେ ନଦୀପାର ବେଳେ ପଡିଯାଇ କମ୍ପାନୀର ଜଣେ ଅସ୍ଥାୟୀ କର୍ମଚାରୀ ନିଖୋଜ ହୋଇଯାଇଛି। ଦୁଇ...

ଭିଡ଼ ମୁକ୍ତ ହେବ ଭୁବନେଶ୍ୱରର ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ ରାସ୍ତା

ଭୁବନେଶ୍ୱର: ଦୂର ହେବ ଭିଡ଼ ସମସ୍ୟା। ଭିଡ଼ ମୁକ୍ତ ହେବ ଭୁବନେଶ୍ୱରର ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ ରାସ୍ତା। ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ...

ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି

ଭୁବନେଶ୍ୱର,୧୮ା୬: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦...

ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ...

ନିର୍ମାଣ ହୋଇ ଦୁଇବର୍ଷ ବିତିଲା, କାମରେ ଲାଗୁନି

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିଠାରେ ଅତ୍ୟାଧୁନିକ ‘ଟ୍ରମାକେୟାର ସେଣ୍ଟର’ ନିର୍ମାଣ ପ୍ରାୟ ଦୁଇବର୍ଷ ହେଲା ଶେଷ ହେଲାଣି। ଜାତୀୟ ରାଜପଥ ପାର୍ଶ୍ବରେ ପାଞ୍ଚମହଲା ବିଶିଷ୍ଟ ଏହି ବିଶାଳ...

ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ କାଳବୈଶାଖୀ...

ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଓଏସ୍‌ଡିଏମ୍‌ଏ (ଓସ୍‌ଡମା)ର ମୁଖ୍ୟ ମହାପ୍ରବନ୍ଧକ ଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଝାରସୁଗୁଡ଼ାର...