୨୧ରେ କେନ୍ଦ୍ରୀୟ ଆୟୁରର୍ବେଦ ଅନୁସନ୍ଧାନ ସଂସ୍ଥାନ, ଭୁବନେଶ୍ୱର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ
ଭୁବନେଶ୍ୱର,୨୦/୬(ନି.ପ୍ର) : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଆୟୁରର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦର ଏକ ପ୍ରତିଷ୍ଠାନ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ...
