ପଣ୍ଡିତ ରଘୁନାଥ ମୁର୍ମୁ(ପିଆର୍ଏମ୍) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅତ୍ୟାଧୁନିକ କୋଠାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି
ବାରିପଦା: ଉନ୍ନତ ଚିକିତ୍ସା ସେବା ପାଇଁ ମୟୂରଭଞ୍ଜବାସୀଙ୍କୁ ଦୂର ସହରକୁ ଦୌଡ଼ିବାକୁ ପଡ଼ୁଥିଲା। ଏବେ ସେହି ସେବା ଘର ନିକଟରେ ଉପଲବ୍ଧ ହେବ। ରୋଗୀଙ୍କ ପରିବାରର ଆର୍ଥିକ...
