ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର କେସିଙ୍ଗା ଗସ୍ତ

WhatsApp Image 2026-07-10 at 5.38.28 PM

କେସିଙ୍ଗା: ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର କେସିଙ୍ଗା ଗସ୍ତ କରି କର୍ମୀମାନଙ୍କୁ ନେଇ ଏକ ସାଙ୍ଗଠାନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ଜଣେ କର୍ମୀଙ୍କ ଘରେ ଆଲୋଚନା କରିଥିଲେ।

ମନମୋହନ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, କେନ୍ଦ୍ରରୁ ଆସୁଥିବା ଅନୁଦାନକୁ ସଦ୍‌ବିନିଯୋଗ କରିବା ସହିତ ଆଗାମୀ ନିର୍ବାଚନରେ ଭାଜପା ଦଳ ପ୍ରସ୍ତୁତି ଅଛି, ରାଜ୍ୟରେ ଭାଜପା ଶାସନ ରହିଛି, କେନ୍ଦ୍ରରେ ବି ଭାଜପାର ଶାସନ ରହିଛି। ଆଗାମୀ ନିର୍ବାଚନରେ ଭାଜପା ହିଁ ଓଡ଼ିଶାରେ ବିଜୟୀ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ

About The Author