September 10, 2026

ବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

draupadi murmu

ବ୍ରହ୍ମପୁର : ବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ପଂହଚିବା ପରେ ଗଞ୍ଜାମର ୧୦ଟି ଲୋକକଳା ସେମାନଙ୍କ ନୃତ୍ୟ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ତାଙ୍କ ସାଥିରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି। ବ୍ରହ୍ମପୁରରୁ କାରରେ ତପ୍ତପାଣି ଅଭିମୁଖେ ରାଷ୍ଟ୍ରପତି। କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁରରେ ପହଞ୍ଚିଲେ

About The Author