ଇବୋଲା ଭାଇରସରେ ୮୦ ଜଣଙ୍କ ମୃତ୍ୟୁ

WhatsApp Image 2026-05-17 at 12.14.43 PM

ନୂଆଦିଲ୍ଲୀ: ଇବୋଲା ଭାଇରସ ଭୟ ବଢ଼ାଉଛି। ଏପର୍ଯ୍ୟନ୍ତ ୮୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ଶତାଧିକ ଲୋକ ଆକ୍ରାନ୍ତ ଅଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ପ୍ରକୋପକୁ ଏକ ଅନ୍ତର୍ଜାତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ‘ହୁ’ ସ୍ପଷ୍ଟ ଭାବେ କହିଛି ଯେ ବୁଣ୍ଡିବୁଗୟୋ ଭାଇରସ ଯୋଗୁଁ ସଂକ୍ରମଣ ମହାମାରୀ ଘୋଷଣା ପାଇଁ ମାନଦଣ୍ଡ ପୂରଣ କରେ ନାହିଁ।

About The Author