କାମାକ୍ଷାନଗରରେ ନୂତନ ଭାବରେ ଯୋଗଦେଇଥିବା ଉପଜିଲ୍ଲାପାଳ ଆକସନ୍ ମୋଡ଼ରେ

WhatsApp Image 2026-06-07 at 8.47.32 AM

କାମାକ୍ଷାନଗର: କାମାକ୍ଷାନଗରରେ ନୂତନ ଭାବରେ ଯୋଗଦେଇଥିବା ଉପଜିଲ୍ଲାପାଳ ଆକସନ୍ ମୋଡ଼ରେ। କାମାକ୍ଷାନଗର କଲେଜ ବାଇପାସ ନିକଟରେ ଯାଉଥିବା ଏକ ବେଆଇନ ବାଲି ବୋଝେଇ ଟିପରକୁ ରବିବାର ସକାଳୁ ଧରିଲେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି।

ମାଇନିଂ ଅଫିସର ଓ ପୁଲିସକୁ ଡାକି ଜିମା ଦେଇଥିଲେ
କାମାକ୍ଷାନଗର ଅଞ୍ଚଳରେ ଦୈନିକ ବେଆଇନ ଭାବରେ ଅନେକ ବାଲି ଚାଲାଣ ହେଉଛି। ଆଜି ସକାଳୁ ଉପଜିଲ୍ଲାପାଳ ସେହି ରାସ୍ତାରେ ଯାଉଥିବା ବେଳେ ବାଲି ଗାଡ଼ିକୁ ଯାଞ୍ଚ କରିବା ବେଳକୁ ସଠିକ କାଗଜ ନଥିବା ଜାଣିବାକୁ ପାଇବା ପରେ ଘଟଣା ସ୍ଥଳରେ ମାଇନିଂ ଅଫିସର ଓ ପୁଲିସକୁ ଡାକି ଜିମା ଦେଇଥିଲେ

About The Author