September 10, 2026

ଗତକାଲି ରାତିରେ ସିଭିଲଟାଉନସିପ ଏଲ ବ୍ଲକରେ ଏକ ଭଡ଼ା ଘରେ ସେକ୍ସ ରାକେଟଠାବ

WhatsApp Image 2026-08-03 at 11.57.53 AM

ରାଉରକେଲା: ଗତକାଲି ରାତିରେ ସିଭିଲଟାଉନସିପ ଏଲ ବ୍ଲକରେ ଏକ ଭଡ଼ା ଘରେ ସେକ୍ସ ରାକେଟଠାବ ହୋଇଛି l ରଘୁନାଥପାଲି ପୁଲିସ ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକଙ୍କୁ ଧରିଛି l ଘଟଣାସ୍ଥଳରୁ ପୁଲିସ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି l

ଘରକୁ ଭଡ଼ାରେ ନେଇ ସେକ୍ସ ରାକେଟ ଚଳାଉଥିଲେ
ଉଦିତନଗର ଓରାମପଡ଼ାର ଜଣେ ବୃଦ୍ଧା ଓ ତାଙ୍କ ସମ୍ପର୍କୀୟ ଘରକୁ ଭଡ଼ାରେ ନେଇ ସେକ୍ସ ରାକେଟ ଚଳାଉଥିଲେ l ବୃଦ୍ଧା ଓ ତାଙ୍କ ସମ୍ପର୍କୀୟ ଝାରଖଣ୍ଡ ଓ କୋଲକାତାରୁ ଯୁବତୀଙ୍କୁ ଆଣୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

About The Author