September 11, 2026

Padmanav Pahi

ପିଆଜ ଖାଉଟିଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ କନ୍ଦାଇଲାଣି

କଟକ : ପିଆଜ ଖାଉଟିଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ କନ୍ଦାଇଲାଣି। ସକାଳୁ ଗୋଟିଏ ଦର ଥିବାବେଳେ ସନ୍ଧ୍ୟାରେ ଦର ବଢ଼ିଯାଉଛି। ପୂର୍ବରୁ ପିଆଜ କିଲୋ ପ୍ରତି...

ଆରଏସପି କ୍ୱାର୍ଟ୍ସରୁ ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର

ରାଉରକେଲା: ଆରଏସପି କ୍ୱାର୍ଟ୍ସରୁ ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ରାକେଶ ପାତ୍ର (୪୯))l ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ...

ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ର

ଦିଗପହଣ୍ଡି,୨୫।୮: ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ...

ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ

ଭଞ୍ଜନଗର, ୨୫।୮: ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି। ଏହି...

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି...

ରାଜଧାନୀରେ ଲାଗି ରହିଥିବା ବର୍ଷା କାରଣରୁ ଜନଜୀବନ ହନ୍ତସନ୍ତ

ନୂଆଦିଲ୍ଲୀ : ରାଜଧାନୀରେ ଲାଗି ରହିଥିବା ବର୍ଷା କାରଣରୁ ଜନଜୀବନ ହନ୍ତସନ୍ତ। ବର୍ଷା ଯୋଗୁଁଁ ଦିଲ୍ଲୀ-ଏନସିଆରରେ ପାଗ ପରିବର୍ତ୍ତନ ହୋଇଛି। ମେଘ ଏବଂ ବର୍ଷା ଗରମରୁ କିଛି...

ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮: ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ...

କଲକାତାର ଇଷ୍ଟବେଙ୍ଗଲ କ୍ଲବ୍‌ ଏସିଆର ସର୍ବପୁରାତନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଡ୍ୟୁରାଣ୍ଡ କପ୍‌ ଜିତିଛି

କଲକାତା:କଲକାତାର ଇଷ୍ଟବେଙ୍ଗଲ କ୍ଲବ୍‌ ଏସିଆର ସର୍ବପୁରାତନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଡ୍ୟୁରାଣ୍ଡ କପ୍‌ ଜିତିଛି। ରବିବାର ଡ୍ୟୁରାଣ୍ଡ କପ୍‌ର ୧୩୧ତମ ସଂସ୍କରଣର ଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କଲକାତାର ମୋହନ...

ମଧ୍ୟପ୍ରଦେଶ ରାଜକୋଷରୁ ୬୦୦ କୋଟି ହେର୍‌ଫେର୍‌

ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କ ଉପରେ ଋଣ ଭାର କ୍ରମାଗତ ଭାବେ ବଢ଼ି ଚାଲିଛି। ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏବେ ଋଣ ଭାର ୫.୩୬...

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା...