ରାଜ୍ୟ

ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହତାବ ଭବନ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ହେଉଥିବା ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ...

ବିବାହର ପ୍ରଲୋଭନ ଦେଖାଇ ଦୁଇ ନାବାଳିକାଙ୍କୁ ଶାରୀରିକ ଶୋଷଣ – ଦୁଇ ଯୁବକ ଗିରଫ, ପକ୍ସୋ କୋର୍ଟକୁ ପ୍ରେରଣ

କଳିଙ୍ଗନଗର ୯/୦୫(ଖବର ଦର୍ପଣ): ବିବାହର ପ୍ରଲୋଭନ ଦେଖାଇ ଦୁଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ସେମାନେ ଗର୍ଭବତୀ ହୋଇପଡ଼ିବା ଘଟଣା ଅଞ୍ଚଳରେ ଭୟଙ୍କର...

ରାଜଧାନୀ ଭୁବନେଶ୍ବରରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥର ଫାୟାର ଷ୍ଟେସନ ସାମ୍ନା ବ୍ରିଜ୍‌ ଉପରେ ଏହି...

ପରିତ୍ୟକ୍ତ କୂଅରୁ ଏକ ଷଣ୍ଢକୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର

ନଠୁଆବର: ଯାଜପୁରଜିଲ୍ଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ସ୍ଥିତ ରାଧାକୃଷ୍ଣ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଷଣ୍ଢକୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ...

ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଧର୍ମଶାଳା: ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅପୂର୍ବ ସଫଳତା ଓ ନୂତନ ସରକାର ଗଠନ ଉପଲକ୍ଷେ ଯାଜପୁରଜିଲ୍ଲା ଚଣ୍ଡିଖୋଲ ଠାରୁ...

୧୩ଟି ରାଜ୍ୟକୁ ବର୍ଷା ଏବଂ ଘୁର୍ଣ୍ଣିଝଡ଼ ସତର୍କତା ଜାରି

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଗ ପୁଣି ଖରାପ ହେବାକୁ ଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ମେ’ ୯ରେ ଉତ୍ତର ପ୍ରଦେଶ ଏବଂ ବିହାର ସମେତ ୧୩ଟି...

କୁଷ୍ଠ ସ୍ଥିତିରେ ଆସୁନି ସୁଧାର

ଭୁବନେଶ୍ବର: ରାଜ୍ୟରେ କୁଷ୍ଠ ସ୍ଥିତିରେ ସୁଧାର ଆସୁନି। ସରକାର ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଯୋଜନାର ସଫଳ ରୂପାୟନ ହେଉନାହିଁ। ବି‌େ‌ଶଷକରି ଗ୍ରାମାଞ୍ଚଳରେ...

ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ସମ୍ପର୍କୀୟ ସମୀକ୍ଷା ବୈଠକ

ଯାଜପୁର, ୦୮/୦୫/୨୦୨୬: ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅଧ୍ୟକ୍ଷତା...

ମଧ୍ୟଯୁଗୀୟ ବର୍ବରତା

ଭୁବନେଶ୍ଵର: ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ପିଟି ପିଟି ମାରିଦିଆଯାଇଛି। ଯୁବକଙ୍କ ହାତଗୋଡ଼ ବାନ୍ଧି ପୁଲିସ୍‌ ସାମ୍ନାରେ ଘୋଷାଡ଼ି ଘୋଷାଡ଼ି ପିଟିଛନ୍ତି ଉତ୍ତ୍ୟକ୍ତ...

ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ...