ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ‘ଫେମିନା ମିସ୍‌ ଇଣ୍ଡିଆ’ର ଚୂଡ଼ାନ୍ତ ପର୍ଯ୍ୟାୟର ପ୍ରତିଯୋଗୀ

WhatsApp Image 2026-04-14 at 7.02.32 PM

ଭୁବନେଶ୍ବର: ଫେମିନା ମିସ୍‌ ଇଣ୍ଡିଆର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିଯୋଗୀମାନେ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ସମସ୍ତ ରାଜ୍ୟରୁ ଜଣେ ଜଣେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର କିଟ୍‌ରେ ପ୍ରତିଯୋଗିତା ଚାଲିଛି।

About The Author