ନିଟ୍-ୟୁଜି ପେପର୍ ଲିକ୍ ମାମଲା

WhatsApp Image 2026-05-27 at 5.52.03 PM

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି ୨୦୨୬’ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବୁଧବାର ଦିନ ଆଉ ଦୁଇ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର ଲାଟୁରର ଜଣେ ଡାକ୍ତର ଓ ପୁଣେର ଏକ ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟର ପଦାର୍ଥ ବିଜ୍ଞାନ ଶିକ୍ଷକ ସାମିଲ ଅଛନ୍ତି।

About The Author