Month: May 2026

ଚଳଚ୍ଚିତ୍ର ଶିଳ୍ପ ପାଇଁ ରମାକାନ୍ତଙ୍କ ଦେହାନ୍ତ ଏକ ଅପୂରଣୀୟ କ୍ଷତି

ହିନ୍ଦୀ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।: ଅଭିନେତା ରମାକାନ୍ତ ଦୈମାଙ୍କ(ବୟସ ୮୫ବର୍ଷ) ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର କେବଳ ପ୍ରଶଂସକଙ୍କୁ ନୁହେଁ...

ପେଟ୍ରୋଲ ୨.୬୧ ଟଙ୍କା, ଡିଜେଲ ୨.୭୧ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଗତ ସପ୍ତାହଠାରୁ ପେଟ୍ରୋଲ ଓ ଡିଜେଲ ଦରରେ ନିୟମିତ ବୃଦ୍ଧି ଘଟୁଛି। ସୋମବାର ତେଲ କମ୍ପାନିଗୁଡ଼ିକ ଚତୁର୍ଥ ଥର ପାଇଁ ତେଲ ଦର ବଢ଼ାଇଛନ୍ତି। ପେଟ୍ରୋଲ...

ନୂଆ ବ୍ରାହ୍ମଣୀପୋଲ ଉପରେ ଜଳିଗଲା ଦୁର୍ଘଟଣାଗ୍ରସ୍ତ ହାଇୱା

ରାଉରକେଲା: ନୂଆ ବ୍ରାହ୍ମଣୀପୋଲ ଉପରେ ଜଳିଗଲା ଦୁର୍ଘଟଣାଗ୍ରସ୍ତ ହାଇୱା l ସୋମବାର ଅପରାହ୍ନ ପ୍ରାୟ ଦେଢ଼ଟା ସମୟରେ ବେଦବ୍ୟାସରୁ ରାଉରକେଲା ଆସୁଥିବା ଏକ ଚିପ୍ସ ବୋଝେଇ ହାଇୱା...

ଫସି ରହିଛନ୍ତି ୩୦୦ରୁ ଅଧିକ ପର୍ଯ୍ୟଟକ

ଜମ୍ମୁ ଏବଂ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗରେ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଅଧାରେ ଫସି ରହିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରାୟ ୩୦୦...

ଅପରାଧୀଙ୍କୁ ସିଧା ଏନକାଉଣ୍ଟର କରୁଛି ଓଡିଶା ପୁଲିସ

ବ୍ରହ୍ମପୁର: ଅପରାଧୀ ମାନେ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ପୁଲିସ। ଏଥର ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ। ଅପରାଧୀଙ୍କୁ ସିଧା ଏନକାଉଣ୍ଟର କରୁଛି ଓଡିଶା...

ଆସାମର ହିମନ୍ତ ସରକାର ୟୁସିସି ବିଲ୍ ଆଗତ କଲେ

ଗୁଆହାଟୀ: ଆସାମ ସରକାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ୍ କୋଡ୍(ୟୁସିସି) ବିଲ୍ ଆଗତ କରିଛନ୍ତି। ବିରୋଧୀ ବିଧାୟକମାନେ ଆସାମ ବିଧାନସଭାରେ ୟୁସିସି ବିଲ୍ ଆଗତ କରିବାର ପ୍ରତିବାଦ...

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୨୫।୫: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ଏନେଇ ଏକ୍ସରେ ସୂଚନା...

ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର,୨୫।୫: ଶେଷରେ ଇଦ-ଉଲ-ଜୁହା ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ...

ଦଶରଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଯାଜପୁର, ୨୫।୦୫।୨୦୨୬ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଦଶରଥପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।...

ଡୁବୁରୀ ସେକ୍ସନରେ ଅଘୋଷିତ ବିଦ୍ୟୁତ କାଟ୍ ,ଉପଭୋକ୍ତା ହନ୍ତସନ୍ତ ।

କଳିଙ୍ଗନଗର, (ଖ.ଦ) : ଗ୍ରୀଷ୍ମକାଳରେ ବିଦ୍ୟୁତ୍ କାଟ୍ ଆଦୌ ହେବ ନାହିଁ ବୋଲି ସରକାରୀ ଭାବେ ଘୋଷଣା କରାଯାଇଥିବାବେଳେଡୁବୁରୀ ସେକ୍ସନ ବିଦ୍ୟୁତ୍ ବିଭାଗ ପକ୍ଷରୁ ସରକାରୀ ନିର୍ଦ୍ଦେଶକୁ...