Day: May 28, 2026

ବୋହୂ ତ୍ବିଷା ଶର୍ମାଙ୍କ ମୃତ୍ୟୁ ମାମଲାରେ ଗୁରୁବାର ଅପରାହ୍ଣରେ ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ସିବିଆଇ ଗିରଫ କରିଛି।

ନୂଆଦିଲ୍ଲୀ: ବୋହୂ ତ୍ବିଷା ଶର୍ମାଙ୍କ ମୃତ୍ୟୁ ମାମଲାରେ ଗୁରୁବାର ଅପରାହ୍ଣରେ ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ସିବିଆଇ ଗିରଫ କରିଛି। ମଧ୍ୟପ୍ରଦେଶ ହାଇକୋର୍ଟ ସିଂହଙ୍କୁ ପୂର୍ବରୁ ଦିଆଯାଇଥିବା...

ଭିସା କାରଖାନାରେ ଧୂଳି ନିୟନ୍ତ୍ରଣ ବ୍ୟବସ୍ଥା

ଭୁବନେଶ୍ବର: ଭିସା ଗ୍ରୁପ ଏହାର କାରଖାନାରେ ଅତ୍ୟାଧୁନିକ ମିଷ୍ଟ କ୍ୟାନନ ସିଷ୍ଟମ୍‌ ଜରିଆରେ ଧୁଳି ନିୟନ୍ତ୍ରଣ ଓ ପରିବେଶ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିଛି। ଏହି ମି‌ଷ୍ଟ...

କୋଇଲା ଟ୍ରକରୁ ବାହାରିଲା ୧୩ ଶହ ପ୍ୟାକେଟ ଗଞ୍ଜେଇ

କଣ୍ଟାମାଳ: ବୁଧବାର ବିଳମ୍ବିତ ରାତି ୩ ଟା ସମୟରେ ଫୁଲବାଣୀ ପାର୍ଶ୍ୱରୁ ଏକ ଟ୍ରକ୍ (ଏମପି ୦୯ ଏଚଏଚ ୪୮୭୮) କଣ୍ଟାମାଳ ଆଡ଼କୁ ଆସୁଥିବା ବେଳେ କଣ୍ଟାମାଳ...

ଭାରତର ଏଚ୍‌.ଏସ୍. ପ୍ରଣୟ ସିଙ୍ଗାପୁର ଓପନ୍ ସୁପର-୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ସିଙ୍ଗାପୁର: ଭାରତର ଏଚ୍‌.ଏସ୍. ପ୍ରଣୟ ସିଙ୍ଗାପୁର ଓପନ୍ ସୁପର-୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବୁଧବାର ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ପୁରୁଷ ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡରେ ପ୍ରଣୟ ବିଶ୍ବର ୫...

ମୁଖ୍ୟମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଛି

ବେଙ୍ଗଲୁରୁ: ମୁଖ୍ୟମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଛି।ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ସିଦ୍ଦରମୈୟା। ପଦ ଛାଡିବା ପରେ ସେ ରାଜ୍ୟସଭାକୁ...

ଇରାନ ଉପରେ ପୁଣି ଆମେରିକାର ଆକ୍ରମଣ

ୱାସିଂଟନ: ଇରାନ ଉପରେ ଆମେରିକା ଆକ୍ରମଣ ଜାରି ରଖିଛି। ଏବେ ପୁଣି ଥିରେ ଆମେରିକୀୟ ସେନା ଇରାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକୀୟ ଅଧିକାରୀମାନେ ବୁଧବାର...

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବାଦାମପାହାଡ଼ ବନାଞ୍ଚଳ...