Day: May 29, 2026

ଆମେରିକାର ବିମାନକୁ ଖସାଇ ଦେଲା ଇରାନ

ତେହେରାନ: ଇରାନର ସରକାରୀ ଟିଭି ଦାବି କରିଛି ଯେ ଶୁକ୍ରବାର ପ୍ରତ୍ୟୁଷରେ ଏକ ଆମେରିକୀୟ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ ବୁଶେହର...

ପୋଲ ଭୁଶୁଡ଼ି ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ

ହମିରପୁର: ଉତ୍ତରପ୍ରଦେଶର ବେତୱାନ ନଦୀ ଉପରେ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ପୋଲଟି କୁରାରାର ମୋର୍କନ୍ଦର...

ବୈଭବଙ୍କ ବୟସ ଚର୍ଚ୍ଚା

ଚଣ୍ଡିଗଡ଼:ପ୍ରକୃତରେ କ’ଣ ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ୧୫ ବର୍ଷ? ରାଜସ୍ଥାନ ରୟାଲ୍‌ସ ବିପକ୍ଷ କ୍ବାଲିଫାୟର-୨ ମୁକାବିଲା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏପରି ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ଗୁଜରାଟ...

କୋରାପୁଟ ଜିଲା ସଦର ବ୍ଲକ୍‌ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର

କୋରାପୁଟ: କୋରାପୁଟ ଜିଲା ସଦର ବ୍ଲକ୍‌ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୨ ନାବାଳକଙ୍କ ସମ୍ପୃକ୍ତି ଥିବା ବେଳେ ଜଣଙ୍କୁ କୋରାପୁଟ...

ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ

ନୂଆଦିଲ୍ଲୀ,୨୯।୫: ଆଜି ସାରା ଦେଶରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘଟିଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୪୦୦-୫୦୦ ହ୍ରାସ ପାଇଛି।...

ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କରାଯାଇଛି।

ନୂଆଦିଲ୍ଲୀ,୨୯।୫: ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କରାଯାଇଛି। ଉଡ଼ାଣ ସମୟରେ ଜଣେ ୮୦ ବର୍ଷୀୟ ବୃଦ୍ଧ ଯାତ୍ରୀଙ୍କ ହୃଦ୍‌ଘାତ...

ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ IPS ହରିଶ ବିଶି

ଛତ୍ରପୁର: ଗଞ୍ଜାମ ଜିଲାରେ ଆଜି ଏକ ନୂତନ ପ୍ରଶାସନିକ ଅଧ୍ୟାୟ ଆରମ୍ଭ ହୋଇଛି। ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ (SP) ଭାବେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ...

ଆରତୀ ଦାସ ହତ୍ୟା ମାମଲା

ଭଦ୍ରକ: ବାସୁଦେବପୁର ଥାନା ଅନ୍ତର୍ଗତ ଖେମେଶ୍ୱରପୁର ଗ୍ରାମର ଆରତୀ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ସୁରେନ୍ଦ୍ର ଦାସଙ୍କ ପୁତ୍ର ମଧୁସୂଦନ ଦାସଙ୍କୁ ଭଦ୍ରକ ଜିଲ୍ଲା ତଥା...

ରିଜର୍ଭ ବ୍ୟାଙ୍କ ଆଣିବ ପ୍ଲାଷ୍ଟିକ୍ ନୋଟ୍‌

ମୁମ୍ବାଇ: ଅଧିକାଂଶ ଲୋକ ଡିଜିଟାଲ୍‌ ପେମେଣ୍ଟ୍‌ ମାଧ୍ୟମକୁ ବ୍ୟବହାର କରୁଛନ୍ତି। ତଥାପି ଦେଶରେ ପ୍ରଚଳନରେ ଥିବା ମୁଦ୍ରା ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ଯେହେତୁ ଲୋକମାନେ ପ୍ରତ୍ୟକ୍ଷ...

ଯାଜପୁରରେ ଏସଆଇଆର୍ ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

-- ଭୋଟର ତାଲିକାକୁ ସଠିକ୍ ଏବଂ ପାରଦର୍ଶୀ କରିବା ହେଉଛି ଏସଆଇଆର ପ୍ରକ୍ରିୟାର ଉଦ୍ଦେଶ୍ୟ-- ମଇ ୩୦ ରୁ ଜୁନ ୨୮ ପର୍ଯ୍ୟନ୍ତ ଘରକୁ ଘର ପରିଦର୍ଶନ...