Day: May 21, 2026

ଇନ୍ଦିରାଗାନ୍ଧୀ ମହିଳା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ କିରଣଜ୍ୟୋତି ଟପର ,+୨କାଳରେ ଗାୟତ୍ରୀ ରଣା ଟପର

କଳିଙ୍ଗ ନଗର ୨୧/୦୫/୨୬: ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଇନ୍ଦିରାଗାନ୍ଧୀ ମହିଳା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ବାର୍ଷିକ ପରୀକ୍ଷାରେ ୨୮୭ ଛାତ୍ରୀ...

କଳିଙ୍ଗନଗରରେ ପ୍ରସ୍ତାବିତ କ୍ରୋମାଇଟ କାରଖାନାକୁ ବିରୋଧ: ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କୁ ଭେଟିଲେ ପୀଡ଼ିତା ମହିଳା ଓ ଗ୍ରାମବାସୀ

କଳିଙ୍ଗନଗର, ତା.୨୧/୫ : ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ପାଟବାଲି ମୌଜାରେ ପ୍ରସ୍ତାବିତ 'ବେଦାନ୍ତ କ୍ରୋମ ବେନିଫିକେସନ ପ୍ଲାଣ୍ଟ'କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ...

ଇବୋଲା ଭାଇରସକୁ ନେଇ ଦିଲ୍ଲୀ ବିମାନବନ୍ଦରରେ ସତର୍କତା

ନୂଆଦିଲ୍ଲୀ: ଇବୋଲା ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହାକୁ ବିଶ୍ୱର ସବୁଠାରୁ ବଡ଼...

ଛଟେଇ ଯୋଗୁଁ ସଂକଟରେ ଭାରତୀୟ ଆଇଟି କର୍ମଚାରୀ

ନ୍ୟୁୟର୍କ: ବିଗତ ଅନେକ ଦଶନ୍ଧି ଧରି ଆମେରିକାର ବୃହତ୍ ପ୍ରଯୁକ୍ତିବିଦ୍ୟା କମ୍ପାନିଗୁଡ଼ିକୁ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ ଇଞ୍ଜିନିୟର ଓ ସଫ୍ଟୱେର୍ ଡେଭଲପରମାନେ ଏବେ...

ବୁଧବାର ସନ୍ଧ୍ୟାରେ ପ୍ରସବ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ

ବାଣପୁର:ବୁଧବାର ସନ୍ଧ୍ୟାରେ ପ୍ରସବ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ...

ଆଜି ଭାରତୀୟ ଷ୍ଟକ୍ ବଜାରରେ ବୃଦ୍ଧି ପରିଲକ୍ଷିତ

ନୂଆଦିଲ୍ଲୀ: ଆଜି ଭାରତୀୟ ଷ୍ଟକ୍ ବଜାରରେ ବୃଦ୍ଧି ପରିଲକ୍ଷିତ ହେଉଛି। ସେନସେକ୍ସ ୪୧୪ ପଏଣ୍ଟ ବୃଦ୍ଧି ପାଇ ୭୫,୭୩୨ରେ ଖୋଲିଛି। ଏହି ସମୟରେ, ନିଫ୍ଟି ୧୭୧ ପଏଣ୍ଟ...

ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର

ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର। ଗିରିରୋଡ଼ରେ ଉମେଶ ରଥ ଓ ତାଙ୍କ ବାନ୍ଧବୀକୁ ସର୍ବ ସମ୍ମୁଖରେ ରାସ୍ତା ଉପରେ...

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନରେ ନିପାତ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନରେ ନିପାତ କରାଯାଇଛି। ପାକିସ୍ତାନରେ ଜଣେ ଅଜ୍ଞାତ ଦୁର୍ବୃତ୍ତ ହମଜାକୁ ଗୁଳିମାରି ନିପାତ କରିଛି। ସୂତ୍ର...

ଖଣିଅଞ୍ଚଳରେ ଆମ୍ବୁଲାନ୍ସ ବିନା ଆଉ ଜଣେ ଖଣି ଶ୍ରମିକଙ୍କ ଜୀବନ ଯାଇଥିବା ଅଭିଯୋଗ

କାଳିଆପାଣି: ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁରଜିଲ୍ଲା ଖଣିଅଞ୍ଚଳରେ ଆମ୍ବୁଲାନ୍ସ ବିନା ଆଉ ଜଣେ ଖଣି ଶ୍ରମିକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ କାଳିଆପାଣି...

ନିଶାକାରବାର ବନ୍ଦ ପ୍ରତିବାଦ ସଭାରେ ଜଣେ ନିଶାଗ୍ରସ୍ତ ଯୁବକ ହାତରେ ଫାର୍ସାଧରି ଗାଳିଗୁଲଜ କରୁଥିବା‌ ଦେଖିବାକୁ ମିଳିଛି

ଦଶରଥପୁର: ପଞ୍ଚାୟତରେ ମଦ ବନ୍ଦ କରିବା, ନିଶାକାରବାର ବନ୍ଦ କରିବାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏକଜୁଟ ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିଲେ। ଏଭଳି ପ୍ରତିବାଦ ସଭାରେ...