ଛଟେଇ ଯୋଗୁଁ ସଂକଟରେ ଭାରତୀୟ ଆଇଟି କର୍ମଚାରୀ

WhatsApp Image 2026-05-21 at 4.01.17 PM

ନ୍ୟୁୟର୍କ: ବିଗତ ଅନେକ ଦଶନ୍ଧି ଧରି ଆମେରିକାର ବୃହତ୍ ପ୍ରଯୁକ୍ତିବିଦ୍ୟା କମ୍ପାନିଗୁଡ଼ିକୁ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ ଇଞ୍ଜିନିୟର ଓ ସଫ୍ଟୱେର୍ ଡେଭଲପରମାନେ ଏବେ ସିଲିକନ୍ ଭ୍ୟାଲିରେ ଜାରି ରହିଥିବା ବଡ଼ ଧରଣର ଛଟେଇ ଯୋଗୁଁ ଏକ ଗମ୍ଭୀର ସଙ୍କଟର ସମ୍ଭୁଖୀନ ହୋଇଛନ୍ତି।

About The Author