ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ
ସମ୍ବଲପୁର: ପୁଲିସ ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ମନୀଷ ସାହୁ ଆହତ ହୋଇଛି। ଆହତ ମନୀଷକୁ ସମ୍ବଲପୁର ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଅପରାଧୀ ମନୀଷ ବିରୋଧରେ ଚୋରି, ଡକାୟତି ଭଳି ୧୪ଟି ମାମଲା ବିଭିନ୍ନ ଥାନାରେ ରହିଛି।
