ଦିଲ୍ଲୀ ଗସ୍ତ କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

WhatsApp Image 2026-05-10 at 1.37.42 PM

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସୁପ୍ରିମୋ ସି. ଜୋସେଫ ବିଜୟ ରାଜ୍ୟରେ ସରକାର ଗଠନ କରିବା ପରେ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଉଚ୍ଚସ୍ତରୀୟ ବୈଠକ ପାଇଁ ଚଳିତ ମାସ ଶେଷରେ ନୂଆଦିଲ୍ଲୀ ଗସ୍ତ କରିବେ। ସୂତ୍ର ଅନୁଯାୟୀ ସେ ମେ ୧୮ ପରେ ଆଶା କରାଯାଉଥିବା ତାମିଲନାଡୁ କ୍ୟାବିନେଟର ସଂପ୍ରସାରଣ ପରେ ମେ ମାସର ତୃତୀୟ କିମ୍ବା ଶେଷ ସପ୍ତାହରେ ଦୁଇ ଦିନିଆ ଗସ୍ତ ହେବାର ସମ୍ଭାବନା ଅଛି।

About The Author