September 10, 2026

ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ଅନ୍ୟ ରାଜ୍ୟର ହାଇକୋର୍ଟକୁ ବଦଳି

WhatsApp Image 2026-08-09 at 6.11.38 PM

କଟକ: ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ଅନ୍ୟ ରାଜ୍ୟର ହାଇକୋର୍ଟକୁ ବଦଳି କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍‌ କରାଯାଇଛି। ଏହି କ୍ରମରେ ଜଷ୍ଟିସ୍‌ ମାନସ ରଞ୍ଜନ ପଟ୍ଟନାୟକ ଏବଂ ଜଷ୍ଟିସ୍‌ କୃଷ୍ଣରାମ ମହାପାତ୍ରଙ୍କ ନାମ ରହିଛି।

କଲେଜିୟମର ସୁପାରିସ୍‌ ଅନୁଯାୟୀ, ଜଷ୍ଟିସ୍‌ ମାନସ ରଞ୍ଜନ ପଟ୍ଟନାୟକଙ୍କୁ ଗୁଜରାଟ ହାଇକୋର୍ଟକୁ ବଦଳି କରିବା ପାଇଁ ପ୍ରସ୍ତାବ ରହିଛି। ସେହିପରି ଜଷ୍ଟିସ୍‌ କୃଷ୍ଣରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ୍‌ କରାଯାଇଛି।

About The Author