ବିଭିନ୍ନ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସହିତ ଖବର ଦର୍ପଣ ଓଡ଼ିଆ ପାକ୍ଷିକ ଖବରକାଗଜର ସମ୍ପାଦକ ପଦ୍ମନାଭ ପହି
ଯାଜପୁର,1/4(ପଦ୍ମନାଭ ପହି) : ଓଡିଆ ପାକ୍ଷିକ ଖବରକାଗଜ “ଖବର ଦର୍ପଣ’ର ସମ୍ପାଦକ ପଦ୍ମନାଭ ପହି ଯଥାକ୍ରମେ ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଯାଜପୁର ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଜଖପୁରା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରମୋଦିନି ସାହୁଙ୍କ ସହ ଏକ ବିଶେଷ ମୁହୂର୍ତ


