September 11, 2026

୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ

manmohan

ଭୁବନେଶ୍ବର: ୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ ହୋଇଯିବ ଏବଂ ହିତାଧିକାରୀମାନେ ଏକକାଳୀନ ଭତ୍ତା ପାଇବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

About The Author