ପୁଣି ରାଜଧାନୀରେ ବୁଲିଲା ଖଣ୍ଡା
ଭୁବନେଶ୍ୱର : ପୁଣି ରାଜଧାନୀରେ ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ଲିଙ୍ଗରାଜ ଥାନା ସାମନ୍ତରାପୁରରେ ଯୁବକଙ୍କୁ ସୋମବାର ମରଣାନ୍ତକ ଆକ୍ରମଣ ହୋଇଛି। ପାରିବାରିକ କଳହରୁ ଏହି ଆକ୍ରମଣ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
