ଗଜପତି ଜିଲା ଗସ୍ତରେ ମହାମହିମ ରାଜ୍ୟପାଳ

WhatsApp Image 2026-06-09 at 10.44.38 AM (1)

ମୋହନା: ଗଜପତି ଜିଲା ଗସ୍ତରେ ମହାମହିମ ରାଜ୍ୟପାଳ । ରାଜ୍ୟପାଳ ମହେନ୍ଦ୍ରଗିରିରେ ଆୟୋଜିତ ମହେନ୍ଦ୍ରମେଳାରେ ଯୋଗ ଦେବା ପରେ ସେଠାରୁ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ ।

ମନ୍ଦିରର ବଡ ଗୁରୁଜୀ ଜିଗମେ ରିମ୍ପୋଚେ ରାଜ୍ଯପାଳଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ତାପରେ ମନ୍ଦିର ଦର୍ଶନ କରି ମନ୍ଦିରର ପରିଚାଳନା ଓ ଏହାର ଐତିହ୍ୟ ସମ୍ପର୍କରେ ପୁଙ୍ଖାନୁ ପୁଙ୍ଖ ଭାବେ ପଚାରି ବୁଝିଥିଲେ । ତିବତୀୟ ମହିଳା ଓ ପୁରୁଷମାନେ ଟିବତୀୟ ପାରମ୍ପରିକ ଉପଡୋକନ୍ ଦେଇ ବିପୂଳ ସ୍ୱର୍ଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥଲେ

About The Author